Browsing Category
Top Stories
ହିମସ୍ଖଳନରେ ଫସି ୨ ଯବାନ ସହିଦ
ନୂଆଦିଲ୍ଲୀ,୩୦ ।୧୧: ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ହିମାଚଳର ଦକ୍ଷିଣ ସିଆଚେନରେ ହିମସ୍ଖଳନ ଯୋଗୁଁ ୨ ଯବାନ ସହିଦ ହୋଇଛନ୍ତି । ଗ୍ଲେଶିୟରର ୧୮ ହଜାର ଫୁଟ ଉଚ୍ଚରେ ପାଟ୍ରୋଲିଂ କରୁଥିବା ବେଳେ ଆଜି ବରଫ ଅତଡା…
୩ ଶିଶୁ ଜୀବନ୍ତ ଦଗ୍ଧ
କୋକସରା,୩୦ା୧୧(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ମହିମା ପଞ୍ଚାୟତ ବିଜରାମରେ ଏକ ହୃହୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଧାନ ଖଳାରେ ଖେଳୁଥିବା ବେଳେ ନିଆଁ ଲାଗି ୩ଜଣ ଶିଶୁ ଜୀବନ୍ତ ଦଗ୍ଧ…
ନିଲମ୍ବିତ ହେଲେ ଚାନ୍ଦବାଲି EO
ଭଦ୍ରକ,୩୦ ।୧୧(ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆଜି ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ଇଓ ହେଉଛନ୍ତି ସତ୍ୟବ୍ରତ ମନ୍ତ୍ରୀ । ରେକର୍ଡ ଜାଲିଆତି…
ଡିସେମ୍ବର ୧ରୁ ମହଙ୍ଗା ହେବ ମୋବାଇଲ୍ ବିଲ: ବଦଳିଯିବ ଟାରିଫ୍ ପ୍ଲାନର ନିୟମ
ନୂଆଦିଲ୍ଲୀ,୩୦ା୧୧: ବର୍ଷର ଶେଷ ମାସ ଅର୍ଥାତ ଡିସେମ୍ବର ୧ରୁ ବଦଳିଯିବ ମୋବାଇଲ୍ ବିଲ ସହ ଜଡିତ ନିୟମ । ଏଣିକି କଲ୍ ପାଇଁ ଅଧିକ ଟଙ୍କା ଗଣିବାକୁ ପଡିବ । କାଲିଠୁ ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ କଲ୍ । ଆଇଡିଆ,…
୭୮୯.୧୬ କୋଟି ଟଙ୍କା ନିବେଶରେ ୧୧୧୮ ନିଯୁକ୍ତି
ଭୁବନେଶ୍ୱର,୩୦ା୧୧(ଓଡ଼ିଶା ଭାସ୍କର): ୫ଟି ଶିଳ୍ପ ପ୍ରକଳ୍ପର ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ଟି ପ୍ରକଳ୍ପରେ ୨ ହଜାର ୭୮୯.୧୬ କୋଟି ଟଙ୍କା ନିବେଶ ହେବ । ଏସବୁ ପ୍ରକଳ୍ପରେ ୧ ହଜାର ୧୧୮…
ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା, ରୂପେଶ ଭଦ୍ରଙ୍କ ଜାମିନ ଖାରଜ
ଯାଜପୁର,୩୦ା୧୧(ଓଡ଼ିଶା ଭାସ୍କର): ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଜାମିନ ଆବେଦନ ଖାରଜ କରାଯାଇଛି । ତାଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି ଯାଜପୁର…
ASIଙ୍କୁ ୩ ବର୍ଷ ଜେଲଦଣ୍ଡ
ଢେଙ୍କାନାଳ,୩୦ ।୧୧(ଓଡିଶା ଭାସ୍କର): ଢେଙ୍କାନାଳ ଜିଲ୍ଲା ସୁରପ୍ରତାପପୁର ଫାଣ୍ଡି ASIଙ୍କୁ ମିଳିଛି ୩ ବର୍ଷ ଜେଲ ଦଣ୍ଡ । ASIଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ । ASI ଜଣକ ହେଉଛନ୍ତି…
ଧାନ ଖଳାରେ ନିଆଁରେ ପୋଡ଼ି ହୋଇ ୩ଶିଶୁ ଗୁରୁତର
କୋକସରା,୩୦ା୧୧(ଓଡ଼ିଶା ଭାସ୍କର): କୋକସରା ବ୍ଲକ ମହିମା ପଞ୍ଚାୟତ ବିଜରାମରେ ଏକ ହୃହୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ସେହି ଗ୍ରାମରେ ଧାନ ଖଳାରେ ଆଜି ୩ଜଣ ଶିଶୁ ଖେଳୁଥିଲେ । ସେମାନେ ଖେଳୁଥିବା ସମୟରେ ଧାନ ଖଳାରେ…
ଶକ୍ତି ପରୀକ୍ଷାରେ ଉଦ୍ଧବ ପାସ୍
ମୁମ୍ବାଇ,୩୦ ।୧୧: ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବହୁମତର ମ୍ୟାଜିକ୍ ନମ୍ବର ୧୪୫ ପାର କରି ଉତ୍ତୀର୍ଣ୍ଣ ହୋଇଛନ୍ତି ଉଦ୍ଧବ । ତେବେ ଉଦ୍ଧବ ସରକାରଙ୍କ ସପକ୍ଷରେ ମୋଟ୍…
ମହାରାଷ୍ଟ୍ର: ଉଦ୍ଧବଙ୍କ ବହୁମତ ପରୀକ୍ଷା
ମୁମ୍ବାଇ,୩୦ ।୧୧: ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବହୁମତ ସାବ୍ୟସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅଶୋକ ଚୌହାନ ବିଶ୍ୱାସ ପ୍ରସ୍ତାବ ରଖିଛନ୍ତି । ପ୍ରସ୍ତାବର ସମର୍ଥନ କରିଛି ମହାରାଷ୍ଟ୍ର…