Browsing Category
Top Stories
ମହାରାଷ୍ଟ୍ର ପ୍ରସଙ୍ଗ: ପୁଣି ସୁପ୍ରିମକୋର୍ଟ ଗଲେ ୩ ଦଳ
ନୂଆଦିଲ୍ଲୀ,୨୬ ।୧୧: ମହାରାଷ୍ଟ୍ର ମାମଲାରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶିବସେନା, କଂଗ୍ରେସ ଓ ଏନସିପି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଫଡ଼ନାଭିସ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ…
ବ୍ରହ୍ମପୁରରୁ ବସ୍ ଚଳାଚଳ ବନ୍ଦ
ବ୍ରହ୍ମପୁର,୨୬ ।୧୧(ଓଡିଶା ଭାସ୍କର): ବ୍ରହ୍ମପୁରରୁ ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ହୋଇଛି । ମରାମତି ଓ ନବୀକରଣ ପାଇଁ ସିଟି ବସଷ୍ଟାଣ୍ଡକୁ ୨ ମାସ ପର୍ଯ୍ୟନ୍ତ ବନ୍ଦ ରଖିଲା ପ୍ରଶାସନ । ମରାମତି ଶେଷ ପର୍ଯ୍ୟନ୍ତ…
ହୋଟେଲରେ ଶିବସେନା-ଏନସିପି-କଂଗ୍ରେସ ବିଧାୟକଙ୍କ ପରେଡ଼
ମହାରାଷ୍ଟ୍ର,୨୫ା୧୧: ମହାରାଷ୍ଟ୍ର ରାଜନୀତିର ଆଉ ଏକ ରୋଚକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ଶିବସେନା-ଏନସିପି-କଂଗ୍ରେସ ଦଳ ବିଧାୟକ ମିଶି ପରେଡ଼ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମୁମ୍ବାଇର ହୟାତ ହୋଟେଲରେ ବିଧାୟକ…
ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା, ୨୯ରେ ଜାମିନ ଆବେଦନର ଶୁଣାଣି
ଜଗତସିଂହପୁର,୨୫ା୧୧(ଓଡ଼ିଶା ଭାସ୍କର): ଜଗତସିଂହପୁର ହରିଦାସପୁରରେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା ଘଟିଥିଲା । ଆସନ୍ତା ୨୯ରେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କର ଜାମିନ ଆବେଦନର ଶୁଣାଣି ହେବ ବୋଲି ସୂଚନା ମିଳିଛି । ଏହାର…
ମନୋଜ ଛାବ୍ରା ହେଲେ ସ୍ୱତନ୍ତ୍ର ଜେଲ୍ ମହାନିର୍ଦ୍ଦେଶକ
ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ସ୍ପେଶାଲ ଜେଲ୍ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ମନୋଜ ଛାବ୍ରାଙ୍କୁ ଦିଆଯାଇଛି । ମନୋଜ ଛାବ୍ରା ହେଉଛନ୍ତି ୧୯୮୮ ବ୍ୟାଚ ଆଇପିଏସ । ଏବେ ମନୋଜ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସର…
ବ୍ୟାପମ୍ ଦୁର୍ନୀତି ମାମଲାରେ ୩୧ଜଣଙ୍କୁ ଜେଲ୍
ମଧ୍ୟପ୍ରଦେଶ,୨୫ା୧୧: ମଧ୍ୟପ୍ରଦେଶର ପୋଲିସ କନେଷ୍ଟବଳ ନିଯୁକ୍ତି ଦୁର୍ନତି ଭଳି ଘଟଣା ଘଟିଥିଲା । ୨୦୧୩ ବ୍ୟାପମ୍ ଦୁର୍ନୀତି ମାମଲାରେ ୩୧ ଦୋଷୀଙ୍କୁ ଦଣ୍ଡବିଧାନ କରିଛନ୍ତି କୋର୍ଟ । ସେମାନଙ୍କୁ ଜେଲ ଦଣ୍ଡାଦେଶ…
ଲୋକସଭାରେ ଆଗତ ହେଲା ୪ ଗୁରୁତ୍ୱପୂର୍ଣ୍ଣ ବିଲ୍
ନୂଆଦିଲ୍ଲୀ,୨୫ା୧୧: ଆଜି ଲୋକସଭାରେ ଆଗତ ହୋଇଛି ୪ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ । ଟିକସ ଆଇନ ସଂଶୋଧନ ବିଲ୍, ଏସପିଜି ସଂଶୋଧନ ବିଲ୍ ଆଗତ ହୋଇଛି । ଅନ୍ତର୍ଜାତୀୟ ବିତ୍ତୀୟ ସେବା କେନ୍ଦ୍ର ପ୍ରାଧିକରଣ ବିଲ୍ ମଧ୍ୟ ଆଗତ…
ସଂସଦରୁ ୨ କଂଗ୍ରେସ ସାଂସଦ ନିଲମ୍ବିତ
ନୂଆଦିଲ୍ଲୀ,୨୫ ।୧୧: ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ଲୋକସଭାରେ ପହଞ୍ଚିଛି । ବିଜେପିର କ୍ଷମତା ଦାଖଲ କରିଥିବା ଘଟଣାକୁ ବିରୋଧ କରି ଲୋକସଭାରେ ପୋଷ୍ଟର ସହ ହୋହାଲ୍ଲା କରୁଥିବା କେରଳର ଦୁଇ କଂଗ୍ରେସ ସାଂସଦଙ୍କୁ…
ଖରିଫ ଧାନ ସଂଗ୍ରହକୁ ନେଇ ବିବୃତି ରଖିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ଖରିଫ ଧାନ ସଂଗ୍ରହକୁ ନେଇ ଗୃହରେ ବିବୃତି ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ୮ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି । ସେହି…
୭୦ହଜାର କୋଟିର ଜଳସେଚନ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କୁ କ୍ଲିନଚିଟ୍ !
ମହାରାଷ୍ଟ୍ର,୨୫ା୧୧: ବିଜେପିକୁ ସମର୍ଥନର ୪୮ଘଣ୍ଟା ହୋଇନି ସେପଟେ ଅଜିତ ପାୱାରଙ୍କୁ କ୍ଲିନଚିଟ ମିଳିଛି । ତାଙ୍କୁ ୭୦ହଜାର କୋଟିର ଜଳସେଚନ ଦୁର୍ନୀତି ମାମଲାରେ କ୍ଲିନଚିଟ୍ ଦିଆଯାଇଥିବା ସୂଚନା ମିଳିଛି । ଏନସିପି ନେତା…