
Browsing Category
ଖବର
ଶ୍ରାବଣ ମାସର ପ୍ରଥମ ସୋମବାରରେ ଦେଶର ସବୁ ଶୈବପୀଠରେ କାଉଁଡ଼ିଆଙ୍କ ଭିଡ଼
ନୂଆଦିଲ୍ଲୀ: ଶ୍ରାବଣ ମାସ ଆରମ୍ଭ ହୋଇସାରିଛି। ଏହି ପୂରା ମାସଟି ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଆଉ ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ଶୋମବାର। ତେଣୁ ଆଜି ଦେଶର ସବୁ ଶିବ ମନ୍ଦିରରେ କାଉଁଡ଼ିଆଙ୍କ ଭିଡ଼…
ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା 7 ଟି ପରିବା ଦୋକାନ
ପାରାଦୀପ: ହୁତୁ ହୁତୁ ହୋଇ ଜଳିଗଲା ପରିବା ମାର୍କେଟ। ପାରାଦୀପ ବଡ଼ପଡ଼ିଆ ପରିବା ମାର୍କେଟରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ଜଳିଗଲା 7 ଟି ପରିବା ଦୋକାନ।
ଏହି ଅଗ୍ନିକାଣ୍ଡ ପାଇଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ…
ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ଆସୁଛନ୍ତି ରାଷ୍ଟ୍ରପତି। ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ। ଆଜି ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଦ୍ରୌପଦୀ…
ହାର୍ଦ୍ଦିକଙ୍କୁ ହୋଇଥିଲା କି ପ୍ରେମ ଜ୍ୱର? କହୁ କହୁ କହିଦେଲେ ଇଶା ଗୁପ୍ତା
ମୁମ୍ବାଇ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତାଙ୍କ ସମ୍ପର୍କକୁ ନେଇ ଏକ ପୁରୁଣା ଭିଡିଓ ପୁଣିଥରେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହି ଭିଡିଓରେ ଇଶା ଗୁପ୍ତା…
ଅବୈଧ ସମ୍ପର୍କ ପାଇଁ ୬୮ ବର୍ଷୀୟ ବୃଦ୍ଧଙ୍କୁ କୋଦାଳରେ ହାଣିଲେ ସ୍ୱାମୀ
ଉତ୍ତରପ୍ରଦେଶ: ଅବୈଧ ସମ୍ପର୍କ କାରଣରୁ ୬୮ ବର୍ଷୀୟ ବୃଦ୍ଧଙ୍କୁ କୋଦାଳରେ ହାଣି ହତ୍ୟା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ।
ଏହି ମାମଲା ଜିଲ୍ଲାର ରଥ କୋତୱାଲି ଅଞ୍ଚଳର ଚିଲି…
ତନ୍ତ୍ର-ମନ୍ତ୍ର ପାଇଁ ଝିଅ ଖୋଜା, ସେ ପୁଣି ସାଢ଼େ ୫ ଫୁଟ ହାଇଟ, ଗୋରା, ଦେହରେ କୌଣସି ଟାଟୁ ନଥିବା ଦରକାର
ଉତ୍ତରପ୍ରଦେଶ: ତନ୍ତ୍ର-ମନ୍ତ୍ର ପାଇଁ ଆଦିବାସୀ ସୁନ୍ଦରୀ ଝିଅମାନଙ୍କୁ କରାଯାଉଛି ଟାର୍ଗେଟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାରେ। ଏଠାରେ ତନ୍ତ୍ର ମନ୍ତ୍ର ନାମରେ ସୁନ୍ଦରୀ ଆଦିବାସୀ…
ଆଠ ମାସର ଗର୍ଭବତୀଙ୍କୁ ଛୁରୀରେ ଆକ୍ରମଣ କଲା ସ୍ୱାମୀ, ତା ପରେ …
ଉତ୍ତରପ୍ରଦେଶ: ମଦ ପିଇବାକୁ ମନା କଲାରୁ ଆଠ ମାସର ଗର୍ଭବତୀଙ୍କୁ ଛୁରୀରେ ଆକ୍ରମଣ କଲେ ତାଙ୍କ ସ୍ୱାମୀ। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୋରାଦାବାଦ ଜିଲ୍ଲାର ଆଦର୍ଶ ନଗର ହାବୁଡା…
ଘାତକ ସାଜିଲା ବଜ୍ରପାତ, ଚାଲିଗଲା 3 ଜୀବନ
ଭୁବନେଶ୍ୱର: ବଜ୍ରାଘାତରେ ଚାଲିଗଲା 3ଟି ଜୀବନ। ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତରେ 3 ମୃତ। କୁଚିଣ୍ଡା ଥାନା ସୁବର୍ଣ୍ଣପାଲିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଯାଜପୁରର ଜେନାପୁରରେ ଜଣଙ୍କର ମୃତ୍ୟୁ ହୋଇଛି।…
ପୋଷାକ ଠାରୁ ଜୋତା ପର୍ଯ୍ୟନ୍ତ, ଆପଣଙ୍କ ସପିଂ ଉପରେ କେତେ GST ଲାଗୁ ହୁଏ? ଆସନ୍ତୁ ଜାଣିବା
ନୂଆଦିଲ୍ଲୀ: ଆପଣ ଯାହା ସପିଂ କରୁଛନ୍ତି ତାର ମୋଟ ଖର୍ଚ୍ଚ କେବଳ MRP ଉପରେ ନୁହେଁ ବରଂ GST ଉପରେ ନିର୍ଭର କରେ। ତେବେ ଆପଣ କଣ ଜାଣିଛନ୍ତି, ପୋଷାକ ଠାରୁ ଜୋତା ପର୍ଯ୍ୟନ୍ତ, ଆପଣଙ୍କ ସପିଂ ଉପରେ କେତେ GST ଲାଗୁ ହୁଏ?…
୨୫ ତାରିଖ ପର୍ଯ୍ୟନ୍ତ ମଦ ଏବଂ ମାଂସ ଦୋକାନ ବନ୍ଦ, କାଉଡ଼ି ଯାତ୍ରାରେ କୌଣସି ଅସୁବିଧା ନହେବା ପାଇଁ ନିଆଗଲା ନିଷ୍ପତ୍ତି
ନୂଆଦିଲ୍ଲୀ: ବର୍ତ୍ତମାନ ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି ଏବଂ ସାରା ଦେଶରେ କାଉଡ଼ିଆ ମାନେ ଗଙ୍ଗା ଜଳ ନେଇ କାଉଡ଼ି ଯାତ୍ରାରେ ଯାଉଛନ୍ତି। ତେବେ ଏହାରି ମଧ୍ୟରେ ଦିଲ୍ଲୀ ଜଙ୍ଗପୁରାର ବିଜେପି ବିଧାୟକ ତରବିନ୍ଦର ସିଂହ…