Browsing Category
ଖବର
ଶିଶୁଙ୍କୁ ସ୍ତନ୍ୟପାନ କରାଉଛନ୍ତି କି ? ଜାଣନ୍ତୁ କେମିତି ରହିବ ଆପଣଙ୍କ ଡେଲି ରୋଟିନ, ନଚେତ୍ ଶିଶୁ ଉପରେ…
ଓଡ଼ିଶା ଭାସ୍କର: ଗର୍ଭାବସ୍ଥାରେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଆଯାଏ । କିନ୍ତୁ ପ୍ରସବ ପରେ. ଯେତେବେଳେ ସେମାନେ ସ୍ତନ୍ୟପାନ କରାନ୍ତି, ତେବେ ସେତିକିବେଳେ ସମସ୍ତଙ୍କ ଧ୍ୟାନ କେବଳ ପିଲା ଉପରକୁ ଯାଏ ।…
ସ୍କୁଲ ଛାତରୁ ପଡ଼ି ଛାତ୍ର ମୃତ, ଘରୋଇ ଇଂରାଜୀ ସ୍କୁଲରେ ଅଘଟଣ
କେନ୍ଦୁଝର: ସ୍କୁଲ ଛାତରୁ ପଡ଼ି ଛାତ୍ର ମୃତ। ମୃତ୍ୟୁ ହୋଇଥିବା ଛାତ୍ର ଦଶମ ଶ୍ରେଣୀର ବୋଲି ସୂଚନା। କେନ୍ଦୁଝର ଚମ୍ପୁଆ ଥାନା ଅଞ୍ଚଳର ଏକ ଘରୋଇ ଇଂରାଜୀ ବିଦ୍ୟାଳୟରେ ପାଠ ପଢୁଥିଲେ ମୃତ ଛାତ୍ର ଜଣକ।
ହେଲେ ଆଜି…
ଝଡ଼ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ପ୍ରବଳ ଛେଚିବ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା। ଆଜି ଉପକୂଳ ଏବଂ ଉତ୍ତର ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…
ଡ୍ରୋନ୍ ଦ୍ୱାରା ବମ୍ ବ୍ଲାଷ୍ଟ କରିବାକୁ ଚାହୁଁଥିଲା ଆତଙ୍କୀ, ଭୁଲ୍ ବଶତଃ ହାତରୁ ଖସି ବିସ୍ଫୋରଣରେ ନିଜେ ମରିଗଲା
ପାକିସ୍ତାନ: ନିଜେ ଖୋଳିଥିବା ଗାତରେ ନିଜେ ପଡ଼ିଲେ ପାକିସ୍ତାନ କମାଣ୍ଡର। ଡ୍ରୋନ୍ ବ୍ଲାଷ୍ଟ କରିବାକୁ ଚାହୁଁଥିଲା ଆତଙ୍କୀ। ହେଲେ ଡ୍ରୋନ୍ ବ୍ଲାଷ୍ଟ ହେବା ପୂର୍ବରୁ ଖସି ପଡ଼ିଥିଲା। ଯେଉଁ ବିସ୍ଫୋରଣରେ ନିଜେ ପ୍ରାଣ…
୪ ଦିନ ପରେ ସ୍ୱାଭାବିକ ହେଲା ଘରୋଇ ବସ୍ ଚଳାଚଳ, ବିଭିନ୍ନ ସ୍ଥାନରେ ଗଡ଼ିଲା ବସ୍
private bus services return to normal after 4 days
Ahmedabad Plane Crash: ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର 90 ସେକେଣ୍ଡରେ ବନ୍ଦ ହୋଇଯାଇଥିଲା ଉଭୟ ଇଞ୍ଜିନ
ଅହମଦାବାଦ: ଆସିଲା ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ । ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ପକ୍ଷରୁ ବଡ଼ ଖୁଲାସା । ଅପ୍ରତ୍ୟାସିତ ଭାବରେ ଦୁଇଟି ଇଞ୍ଜିନ ହଠାତ୍ କାମ କଲାନି । ଏକ…
ଡାକ୍ତରଙ୍କ ବଡ଼ ଖୁଲାସା, ୩୦ ଦିନ ଯାଏଁ ମିଠା ନ ଖାଇଲେ ସ୍ୱାସ୍ଥ୍ୟ ଉପରେ ପଡ଼ିବ ବଡ଼ ପ୍ରଭାବ
ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ମିଠା ଖାଇବାକୁ ବେଶୀ ପସନ୍ଦ କରୁଛନ୍ତି। ହେଲେ ଆପଣମାନେ ଜାଣିଛନ୍ତି କି, ମିଠା ଜାତୀୟ ଜିନିଷ ଖାଇବା ଆପଣଙ୍କୁ ସ୍ୱାଦିଷ୍ଟ ଲାଗିପାରେ ସତ, କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ…
ଅଦ୍ଭୁତ ଚମତ୍କାର! ଦୁଇ ଗୋଡ଼ରେ ଚାଲିଲା ନବଜାତ ବାଛୁରୀ
ଓଡିଶାଭାସ୍କର: ଅଦ୍ଭୁତ ଚମତ୍କାର! ଦୁଇ ଗୋଡ଼ରେ ଚାଲିଲା ନବଜାତ ବାଛୁରୀ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଏଥିରେ ଦେଖିବାକୁ ମିଳିଛି ଯେ, ବାଛୁରୀଟି ଦୁଇଟି ଗୋଡ଼ ସହିତ ଜନ୍ମ…
କାଲିଠୁ ସାରା ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍, ସୁରକ୍ଷା ଯୋଗାଇ ଦେବେ ସରକାର
ଭୁବନେଶ୍ୱର: ଚାରିଦିନ ପରେ କାଲିଠୁ ଗଡ଼ିବ ଘରୋଇ ବସ୍। ଓଡ଼ିଶା ବସ୍ ମାଲିକ ସଂଘର ବଡ଼ ନିଷ୍ପତ୍ତି। କିଛି ସମୟ ପୂର୍ବରୁ ପୁରୀରେ ଚାଲିଥିଲା ଘରୋଇ ବସ୍ ମାଲିକ ସଂଘର ବୈଠକ। ଏହି ବୈଠକ ପରେ ସବୁ ଘରୋଇ ବସ୍ ଚାଲିବା ନେଇ…
ପୋଲିସର ଦବଙ୍ଗଗିରି, ନିଶା ଖାଇ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଲେ
ଉତ୍ତରପ୍ରଦେଶ: ନିଶାସକ୍ତ ଅବସ୍ଥାରେ ପୋଲିସର ଗୁଣ୍ଡାଗିରି। ଖରାପ ବ୍ୟବହାର କରି ଲୋକଙ୍କୁ ମାରିଲେ ମାଡ଼। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆମ୍ବେଦକର ନଗରରେ।
ନିଶାସକ୍ତ ପୋଲିସର ଗୁଣ୍ଡାଗିରି ଏବେ…