Browsing Category
ଖବର
ଭ୍ୟୁଜ୍-ଲାଇକ୍ ନିଶା; ପିଇଗଲା ବାଇକ୍ର Engine Oil, ଆଉ ତା’ପରେ…
ନୂଆଦିଲ୍ଲୀ: ସୋସିଆଲ ମିଡିଆର ଏହି ଦୁନିଆରେ, ଲୋକମାନେ ଲାଇକ୍ ଏବଂ ଭ୍ୟୁଜ୍ ନିଶାରେ ଏତେ ପାଗଳ ଯେ, ସେମାନେ ଏଥିପାଇଁ କିଛି ବି କରିବାକୁ ପ୍ରସ୍ତୁତ। ଭାଇରାଲ ହେବା ପାଇଁ ସେମାନେ ନିଜ ଜୀବନ ଦେବାକୁ ବି ପଛାନ୍ତିନି ।…
ପେଟ୍ରୋଲ ଟେନସନ୍ ଖତମ୍: ହିରୋର ଏହି ଇଲେକ୍ଟ୍ରିକ୍ ସ୍କୁଟି ଏବେ ମାତ୍ର 45 ହଜାରରେ, ଫିଚର୍ସ ଜାଣିଲେ ହେବେ କାବା…
ନୂଆଦିଲ୍ଲୀ: ଭାରତୀୟ ବଜାରରେ ପେଟ୍ରୋଲ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଇଲେକ୍ଟ୍ରିକ୍ ଯାନର ଚାହିଦା ମଧ୍ୟ ଲୋକଙ୍କ ଭିତରେ ବଢିବାରେ ଲାଗିଛି । ତେବେ ନିକଟରେ ଲଞ୍ଚ ହୋଇଥିବା ହିରୋର Vida VX2 ସ୍କୁଟରକୁ…
ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ ଭାଙ୍ଗି ଚୁରମାର୍ କଲେ ଶୁଭମନ୍ ଗିଲ୍, ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ
ନୂଆଦିଲ୍ଲୀ: କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଢ଼େଇ ଜାରି ରହିଛି। ଦୁଇ ଦଳ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଖେଳାଯାଉଛି।
ହେଲେ ଏହି ସିଜିନରେ…
ମଠରେ ପିଲା ଶୋଇଥିଲେ, ଉପରୁ ହେଲା ବୋମା ବର୍ଷା; ବୌଦ୍ଧ ମଠ ଉପରେ ସେନାର ଏୟାର ଷ୍ଟ୍ରାଇକ୍, ୨୩ ମୃତ୍ୟୁ
ମିଆଁମାର: ଏକ ବୌଦ୍ଧ ମଠ ଉପରେ ଏୟାର ଷ୍ଟ୍ରାଇକର ଏକ ମାମଲା ସାମ୍ନାକୁ ଆସିଛି । ଗୁରୁବାର କେନ୍ଦ୍ରୀୟ ମିଆଁମାରର ସାଗାଇଙ୍ଗ ଅଞ୍ଚଳର ଏକ ବୌଦ୍ଧ ମଠ ଉପରେ ସେନା ଏୟାର ଷ୍ଟ୍ରାଇକ କରିଥିଲା । ଯେଉଁଥିରେ ଅତିକମରେ 23…
୧୬ ବର୍ଷ ବୟସରେ ବିବାହ, ୧୭ ବର୍ଷରେ ମା’, ୧୮ ବର୍ଷ ବୟସରେ ବିଚ୍ଛେଦ, ଆଉ ତା’ପରେ…
ନୂଆଦିଲ୍ଲୀ: ୧୬ ବର୍ଷ ବୟସରେ ବାହାଘର, ମାତ୍ର ଦୁଇ ବର୍ଷ ପରେ ଅର୍ଥାତ୍ ୧୮ ବର୍ଷ ବୟସରେ ବିଚ୍ଛେଦ। ଆଉ ତାପରେ ଏମିତି ଜୀବନ ବିତାଉଛନ୍ତି ଜଣାସୁଣା ଟିଭି ଅଭିନେତ୍ରୀ ଏବଂ ପ୍ରସିଦ୍ଧ ଖଳନାୟକ ଉର୍ବଶୀ ଢୋଲକିଆ।
ସେ…
ଶିଶୁଙ୍କୁ ସ୍ତନ୍ୟପାନ କରାଉଛନ୍ତି କି ? ଜାଣନ୍ତୁ କେମିତି ରହିବ ଆପଣଙ୍କ ଡେଲି ରୋଟିନ, ନଚେତ୍ ଶିଶୁ ଉପରେ…
ଓଡ଼ିଶା ଭାସ୍କର: ଗର୍ଭାବସ୍ଥାରେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଆଯାଏ । କିନ୍ତୁ ପ୍ରସବ ପରେ. ଯେତେବେଳେ ସେମାନେ ସ୍ତନ୍ୟପାନ କରାନ୍ତି, ତେବେ ସେତିକିବେଳେ ସମସ୍ତଙ୍କ ଧ୍ୟାନ କେବଳ ପିଲା ଉପରକୁ ଯାଏ ।…
ସ୍କୁଲ ଛାତରୁ ପଡ଼ି ଛାତ୍ର ମୃତ, ଘରୋଇ ଇଂରାଜୀ ସ୍କୁଲରେ ଅଘଟଣ
କେନ୍ଦୁଝର: ସ୍କୁଲ ଛାତରୁ ପଡ଼ି ଛାତ୍ର ମୃତ। ମୃତ୍ୟୁ ହୋଇଥିବା ଛାତ୍ର ଦଶମ ଶ୍ରେଣୀର ବୋଲି ସୂଚନା। କେନ୍ଦୁଝର ଚମ୍ପୁଆ ଥାନା ଅଞ୍ଚଳର ଏକ ଘରୋଇ ଇଂରାଜୀ ବିଦ୍ୟାଳୟରେ ପାଠ ପଢୁଥିଲେ ମୃତ ଛାତ୍ର ଜଣକ।
ହେଲେ ଆଜି…
ଝଡ଼ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ପ୍ରବଳ ଛେଚିବ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା। ଆଜି ଉପକୂଳ ଏବଂ ଉତ୍ତର ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…
ଡ୍ରୋନ୍ ଦ୍ୱାରା ବମ୍ ବ୍ଲାଷ୍ଟ କରିବାକୁ ଚାହୁଁଥିଲା ଆତଙ୍କୀ, ଭୁଲ୍ ବଶତଃ ହାତରୁ ଖସି ବିସ୍ଫୋରଣରେ ନିଜେ ମରିଗଲା
ପାକିସ୍ତାନ: ନିଜେ ଖୋଳିଥିବା ଗାତରେ ନିଜେ ପଡ଼ିଲେ ପାକିସ୍ତାନ କମାଣ୍ଡର। ଡ୍ରୋନ୍ ବ୍ଲାଷ୍ଟ କରିବାକୁ ଚାହୁଁଥିଲା ଆତଙ୍କୀ। ହେଲେ ଡ୍ରୋନ୍ ବ୍ଲାଷ୍ଟ ହେବା ପୂର୍ବରୁ ଖସି ପଡ଼ିଥିଲା। ଯେଉଁ ବିସ୍ଫୋରଣରେ ନିଜେ ପ୍ରାଣ…
୪ ଦିନ ପରେ ସ୍ୱାଭାବିକ ହେଲା ଘରୋଇ ବସ୍ ଚଳାଚଳ, ବିଭିନ୍ନ ସ୍ଥାନରେ ଗଡ଼ିଲା ବସ୍
private bus services return to normal after 4 days