Browsing Category
ଖବର
ପାଞ୍ଚ ବର୍ଷରେ KIA ମୋଟର୍ସରୁ୯୪୦ ଇଞ୍ଜିନ୍ ଚୋରି, ୯ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ
ଆନ୍ଧ୍ରପ୍ରଦେଶ: ମାତିଛନ୍ତି ଲୁଟେରା। ଶେଷରେ କାର ସୋରୁମରୁ ଲୁଟ୍। ଏଥର ଟଙ୍କା, ସୁନା, ଗହଣା ନୁହେଁ ଏଥର ଚୋରି ହୋଇଛି କାର ଇଞ୍ଜିନ୍। ସେ ପୁଣି ଗୋଟେ କି ଦୁଇଟା ନୁହେଁ ପୁରାପୁରି ୯୪୦ ଇଞ୍ଜିନ୍ ହୋଇଛି ଚୋରି।…
BREAKING: ବଢ଼ୁଛି ତାତିର ପ୍ରକୋପ, ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ
ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କାଳବୈଶାଖୀ ପରେ ଏବେ ରାଜ୍ୟରେ ବଢ଼ିଛି ତାତିର ପ୍ରକୋପ। ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଝାରସୁଗୁଡ଼ାରେ ୪୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।…
ସୈତାନ ବାପ, ଜନ୍ମ କଲା ଝିଅ ଓ ସ୍ତ୍ରୀ ଉପରକୁ ଏସିଡ୍ ଫୋପାଡ଼ି ଚମ୍ପଟ ମାରିଲା
ଉତ୍ତରପ୍ରଦେଶ: ଆପଣମାନେ ଅନେକ ଏସିଡ୍ ମାଡ଼ ଘଟଣା ସମ୍ପର୍କରେ ଶୁଣିଥିବେ। କେହି ପରକ୍ରିୟା ପ୍ରୀତି କିମ୍ୱା ଏକ ତରଫା ପ୍ରେମରେ ବିଫଳତା କିମ୍ୱା ଅନ୍ୟ କୌଣସି ଶତ୍ରୁତା କାରଣରୁ ଏସିଡ୍ ମାଡ଼ କରିଥାନ୍ତି।
ହେଲେ ଏଠି…
ସର୍ବକାଳୀନ ରେକର୍ଡ଼ ଭାଙ୍ଗିଲା ସୁନା ଦର, ପ୍ରଥମ ଥର ୯୮ ହଜାର ପାର କଲା ସୁନା, ରୂପା ହେଲା ଲକ୍ଷେ
ଭୁବନେଶ୍ୱର: ଖୁବଶୀଘ୍ର ଲକ୍ଷେ ପାର କରିବ ସୁନା ଦର। ଅର୍ଥାତ୍ ଚଳିତ ସପ୍ତାହରେ ଏପ୍ରିଲ ମାସରେ ଲକ୍ଷେ ଛୁଇଁବ ସୁନା ଦର। ଏକଥା ଆମେ କହୁନୁ, ପୂର୍ବରୁ ଯାହା ଆକଳନ କରାଯାଉଥିଲା କି, ସୁନା ଲକ୍ଷେ ପାର କରିବ। ତାହା ଧିରେ…
BREAKING: ସିଝୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ପାରଦ
ଝାରସୁଗୁଡ଼ା: ଆକାଶରୁ ନିଆଁ ବର୍ଷା। ଦିନ ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ପାରଦ। ତତଲା କଡ଼େଇରେ ସିଝୁଛି ପଶ୍ଚିମ ଓଡ଼ିଶା। ଘରୁ ବାହାରିଲେ ଅଂଶୁଘାତର ଭୟ ରହୁଛି। ଯଦିଓ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିଛି…
ATMରେ ଟଙ୍କା ଭର୍ତ୍ତି କରିବାକୁ ନେଇ, ସେହି ଟଙ୍କାକୁ ଚୋରି କରିନେଲେ କର୍ମଚାରୀ
କଣ୍ଟାବାଞ୍ଜି: କାହା ଉପରେ କରିବ ଭରସା। ଯାହା ଉପରେ ଦାୟିତ୍ୱ ସେ ସାଜୁଛି ଚୋର। ଏବେ ଯେମିତି ଦେଖୁନାହାନ୍ତି, ATMରେ ଟଙ୍କା ଭରିବା ବ୍ୟାଙ୍କ କର୍ମଚାରୀଙ୍କ ଦାୟିତ୍ୱ। ହେଲେ ଯଦି ସେହି କର୍ମଚାରୀ ଚୋର ସାଜିବେ ତାହାଲେ…
ଶିବ ଲିଙ୍ଗରେ ଭୁଲରେ ବି ଚଢ଼ାନ୍ତୁନି ଏହି ଜିନିଷ, ନ ହେଲେ ଭୋଳାବାବାଙ୍କ କ୍ରୋଧର ଶିକାର ହେବେ
ନୂଆଦିଲ୍ଲୀ: ଧାର୍ମିକ ବିଶ୍ୱାସ ଅନୁସାରେ, ଭଗବାନ ଶିବ ଜଣେ ଏମିତି ଦେବତା ଯିଏ ସହଜରେ ଭକ୍ତଙ୍କ ଭକ୍ତିରେ ପ୍ରସନ୍ନ ହୋଇଯାଆନ୍ତି। ଆଉ ବୋହୁତ ଶୀଘ୍ର କ୍ରୋଧିତ ମଧ୍ୟ ହୋଇଯାଆନ୍ତି। ଏହାସହ ଭକ୍ତମାନେ ଭଗବାନ ଶିବଙ୍କୁ…
ମଙ୍ଗଳ ଗ୍ରହରେ ସୁନା, ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ
ନୂଆଦିଲ୍ଲୀ: ନାସାର ପରସିଭରନ୍ସ ରୋଭର ମଙ୍ଗଳ ଗ୍ରହ ଉପରେ ନିରନ୍ତର ଆଶ୍ଚର୍ଯ୍ୟଜନକ ଖୁଲାସା କରୁଛି। ଏଥର ସେ ସେଠାରେ ଅନେକ ଭିନ୍ନ ପଥର ପାଇଛନ୍ତି, ଯାହା ମଙ୍ଗଳ ଗ୍ରହର ପୁରୁଣା ଦିନର କାହାଣୀ କୁହେ।
ଏହି ରୋଭରଟି…
ପ୍ରଥମ ଥର ପାଇଁ ସମ୍ୱଲପୁରରେ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ
ସମ୍ୱଲପୁର: ପ୍ରଥମ ଥର ପାଇଁ ସମ୍ୱଲପୁରରେ ଅଭିଯୋଗ ଶୁଣାଣୀ। ସମ୍ୱଲପୁର ଯାଇ ନିଜେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସମ୍ୱଲପୁର ଯାଇ ଅଭିଯୋଗ ଶୁଣାଣୀ କରୁଛନ୍ତି ମୋହନ।
ସମ୍ବଲପୁର…
ନୃଶଂସ ପ୍ରେମିକ, ଗର୍ଭବତୀ ପ୍ରେମିକାକୁ ପଥରରେ ଛେଚି ଛେଚି ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା
ମାଲକାନଗିରି: ଜଙ୍ଗଲରୁ ମିଳିଥିଲା ଯୁବତୀଙ୍କ କଙ୍କାଳ। ଏବେ ସାମ୍ନାକୁ ଆସିଲା ହତ୍ୟାକାଣ୍ଡର କାରଣ। କାରଣ ଥିଲା ଯୁବତୀ ଜଣକ ଗର୍ଭବତୀ ଥିଲେ। ଆଉ ଗର୍ଭପାତ ନ କରିବାରୁ ଯୁବତୀଙ୍କୁ ହତ୍ୟା କରିଥିଲା ତାଙ୍କ ପ୍ରେମିକ।…