fbpx

ମାଲକାନଗିରିରେ ୫-ଟି ଛାଟ, ନିଲମ୍ବିତ ହେଲେ DSWO ଓ CDPO

ମାଲକାନଗିରି,୧୫ ।୧(ଓଡିଶା ଭାସ୍କର): ମାଲକାନଗିରିରେ ଲାଗିଲା ରାଜ୍ୟ ସରକାର ୫-ଟି ଛାଟ । ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହେଲେ ମାଲକାନଗିରି ଡିଏସଡବ୍ଲୁ ଓ ସିଡିପିଓ । ଏମାନଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ମାଲକାନଗିରିର CDPO ହେଉଛନ୍ତି ବିପୁଳା ସର୍ଦ୍ଦାର ଓ DSWO ହେଉଛନ୍ତି ସ୍ୱର୍ଣ୍ଣଲତା ବିଶ୍ୱାସ । ଦୁର୍ନୀତିକୁ ପ୍ରେତ୍ସାହନ ଅଭିଯୋଗରେ DSWO ସ୍ୱର୍ଣ୍ଣଲତା ବିଶ୍ୱାସଙ୍କୁ ନିଲମ୍ବିତ କରାଯାଇଛି ।

Get real time updates directly on you device, subscribe now.