fbpx

ଦିଲ୍ଲୀରେ ପହଞ୍ଚିଲା ସିଡିଏସ୍ ରାୱତଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ: ଦିଲ୍ଲୀ ପାଲାମ୍ ବିମାନବନ୍ଦରରେ ପହଞ୍ଚିଲା ସିଡିଏସ୍ ରାୱତଙ୍କ ପାର୍ଥିବ ଶରୀର । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତଙ୍କ ପାର୍ôଥବ ଶରୀର ପହଞ୍ଚିଲା । ବାୟୁସେନାର ସ୍ୱତନ୍ତ୍ର ବିମାନରେ ସମସ୍ତ ୧୩ ଜଣଙ୍କ ପାର୍ଥିବ ଶରୀର ପହଞ୍ଚିଲା ।

ଉଲ୍ଲେଖଯୋଗ୍ୟ, ବୁଧବାର ସିଡିଏସ ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ ଯାଉଥିବା ସମୟରେ ବାୟୁସେନା ହେଲିକପ୍ଟର ଗସ ୧୭ ଠ୫ କ୍ରାସ ହୋଇଥିଲା । ହେଲିପ୍ଟରରେ ୪ କ୍ରିଉ ମେମ୍ବର, ସିଡିଏସଙ୍କୁ ମିଶାଇ ୧୦ ଯାତ୍ରୀ ଥିଲେ । ତେବେ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତ ରହିଛନ୍ତି ।

Get real time updates directly on you device, subscribe now.