fbpx

ଫେବ୍ରୁଆରି ୧ରେ କେନ୍ଦ୍ର ବଜେଟ ଉପସ୍ଥାପିତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ୯ା୧: ଜାନୁଆରି ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଫେବ୍ରୁଆରି ୧ରେ ୨୦୧୯-୨୦ର କେନ୍ଦ୍ର ବଜେଟ ଉପସ୍ଥାପିତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦୁଇଟି ପର୍ଯ୍ୟାୟରେ ଏଥରର ବଜେଟ ଅଧିବେଶନ ବସିବ ବୋଲି ସୂଚନା ମିଳିଛି । ଜାନୁଆରି ୩୧ରୁ ଫେବୃଆରି ୧୧ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ହେବ । ମାର୍ଚ୍ଚ ୨ରୁ ଏପ୍ରିଲ ୩ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିବ ।

Get real time updates directly on you device, subscribe now.