fbpx

ପିଆଜ ମହଜୁଦ ସୀମା ନେଇ କେନ୍ଦ୍ର ସରକାରଙ୍କ କଟକଣା, ଜାଣନ୍ତୁ କଣ ?

ନୂଆଦିଲ୍ଲୀ,୨୩ । ।୧୦: କରୋନା ସଙ୍କଟ ମଧ୍ୟରେ ପିଆଜ ଦର ବଢି ବଢି ଚାଲିଛି । ପିଆଜ ଦର ବୃଦ୍ଧି ନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସରକାର ପକ୍ଷରୁ ପିଆଜ ମହଜୁଦ ସୀମାକୁ ନେଇ କଟକଣା ଜାରି ହୋଇଛି । ଏଣିକି ପାଇକାରୀ ବେପାରୀ ୨୫ ମେଟ୍ରିକ ଟନ୍ ପିଆଜ ରଖିପାରିବେ । ଖୁଚୁରା ବ୍ୟବସାୟୀ ମାତ୍ର ୨ ମେଟ୍ରିକ ଟନ୍ ପିଆଜ ରଖିପାରିବେ । ୧୦ ହଜାର ମେଟ୍ରିକ ଟନ୍ ପିଆଜ ଆମଦାନୀ ପାଇଁ ଟେଣ୍ଡର ଜାରି ହେବ ।

Get real time updates directly on you device, subscribe now.