fbpx

ନିଲମ୍ବିତ ହେଲେ ଚାନ୍ଦବାଲି EO

ଭଦ୍ରକ,୩୦ ।୧୧(ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆଜି ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ଇଓ ହେଉଛନ୍ତି ସତ୍ୟବ୍ରତ ମନ୍ତ୍ରୀ । ରେକର୍ଡ ଜାଲିଆତି ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ଏହା ସହ ବେଆଇନ ଭାବେ କିଛି ଲୋକଙ୍କୁ ସେ ନିଯୁକ୍ତି ଦେଉଥିବାର ମଧ୍ୟ ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.