fbpx

ପୁଣେରେ ଦାୟିତ୍ୱ ନେଲେ ଓଡିଆ ସେନାଧିକାରୀ

ପୁଣେ,୩୦ ।୧: ମହାରାଷ୍ଟ୍ରର ପୁଣେରେ ଆଜି ଦାୟିତ୍ୱ ନେଇଛନ୍ତି ଓଡିଆ ସେନାଧିକାରୀ ଚଣ୍ଡୀପ୍ରସାଦ ମହାନ୍ତି । ସେ ଦକ୍ଷିଣାଞ୍ଚଳ ଆର୍ମି କମାଣ୍ଡର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ଅତି ବିଶିଷ୍ଟ ସେବା ପଦକ ପାଇଛନ୍ତି ।

Get real time updates directly on you device, subscribe now.