fbpx

ଆସନ୍ତା ୩ରୁ ନିୟମିତ ଭାବେ ସାବରୀମାଲା ଶୁଣାଣି

ନୂଆଦିଲ୍ଲୀ, ୩୦ା୧: ସୁପ୍ରିମକୋର୍ଟରେ ଆସ୍ଥା ବନାମ ମୌଳିକ ଅଧିକାରକୁ ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଫେବୃଆରି ୩ରୁ ନିୟମିତ ଭାବେ ଶୁଣାଣି ହେବ । ୯ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହେବା ନେଇ ସିଜେଆଇ ସୂଚନା ଦେଇଛନ୍ତି । ଅଭିଯୋଗକାରୀଙ୍କ ପକ୍ଷରୁ କେବଳ ଜଣେ ଓକିଲ ଲଢ଼ି ପାରିବେ । ଧର୍ମାନୁଷ୍ଠାନରେ ମହିଳାଙ୍କ ପ୍ରବେଶ କଟକଣା ହଟାଇବାକୁ ଆବେଦନ ହୋଇଛି ।

Get real time updates directly on you device, subscribe now.