fbpx

ଜାମିଆରେ ଗୁଳିଚାଳନା, ଜଣେ ଗିରଫ

ନୂଆଦିଲ୍ଲୀ, ୩୦ା୧: ନୂଆଦିଲ୍ଲୀର ଜାମିଆ ଅଞ୍ଚଳରେ ଅଜଣା ବ୍ୟକ୍ତି ଗୁଳିଚାଳନା କରିଥିଲା । ଯାହାଫଳରେ ଜଣେ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ଆହତ ହୋଇଥିବା ଛାତ୍ର ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଗୁଳି ଚାଳନା କରିଥିବା ବ୍ୟକ୍ତି ଗିରଫ ହୋଇଥିବା ଜଣାପଡ଼ିଛି । ଏହାସହ ପୋଲିସ ଘଟଣାସ୍ଥଳରେ ପଚରାଉଚରା ଜାରି ରଖିଛି ।

Get real time updates directly on you device, subscribe now.