fbpx

କଂଗ୍ରେସରେ ବଡ ଧରଣର ପରିବର୍ତ୍ତନ, ବଦଳିଗଲେ ଓଡ଼ିଶା ପ୍ରଭାରୀ

ନୂଆଦିଲ୍ଲୀ,୧୧/୯: ଆଜି କଂଗ୍ରେସରେ ବଡ ଧରଣର ପରିବର୍ତ୍ତନ ହୋଇଛି। କଂଗ୍ରେସର ନୂଆ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି। ସାଧାରଣ ସମ୍ପାଦକ ପଦରୁ ବାଦ ପଡିଛନ୍ତି ଗୁଲାମନବୀ ଆଜାଦ, ମୋତିଲାଲ ଭୋରା, ଅମ୍ବିକା ସୋନି, ମଲିକାର୍ଜୁନ ଖାର୍ଗେ। ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି ରାମଚନ୍ଦ୍ର ଖୁଣ୍ଟିଆ।
ଅନ୍ୟପଟେ ଡି. ଚେଲାକୁମାର ହୋଇଛନ୍ତି ଓଡିଶା କଂଗ୍ରେସର ନୂଆ ପ୍ରଭାରୀ।

Get real time updates directly on you device, subscribe now.