fbpx

କମିସନରେଟ ପୋଲିସରେ ଅଦଳ ବଦଳ

ଭୁବନେଶ୍ୱର, ୧୭ା୮(ଓଡ଼ିଶା ଭାସ୍କର): କମିସନରେଟ ପୋଲିସରେ ଅଦଳ ବଦଳ ହୋଇଛି । ଅତିରିକ୍ତ ଡ଼ିସିପି, ଇନ୍ସପେକ୍ଟର ଓ ଏସଆଇ ସ୍ତରରେ ଅଦଳ ବଦଳ ହୋଇଛି । ମୋଟ ୨୬ ଜଣ ପୋଲିସ ଅଧିକାରୀଙ୍କ ବଦଳି ହୋଇଛି । ଅତିରିକ୍ତ ଡ଼ିସିପି କିଶୋର ଚନ୍ଦ୍ର ପାଟ୍ଟଶାଣୀ ଓ ସୁବାସ ମହାନ୍ତିଙ୍କ ବଦଳି ହୋଇଛି ।

Get real time updates directly on you device, subscribe now.