fbpx

କେନ୍ଦ୍ରାପଡା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

କେନ୍ଦ୍ରାପଡା୨୦ ।୮(ଓଡିଶା ଭାସ୍କର): ଆଜି କେନ୍ଦ୍ରପଡାରେ କୋଭିଡ ମୁକାବିଲାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିଧାୟକ ଓ ସରପଞ୍ଚମାନଙ୍କ ସହ କଥା ହୋଇଛନ୍ତି । ଜିଲ୍ଲାର ସ୍ଥିତି ସମୀକ୍ଷା ପରେ କରୋନା ନିୟନ୍ତ୍ରଣରେ ଭଳ କାମ ପାଇଁ ନବୀନ କେନ୍ଦ୍ରପଡାକୁ ପ୍ରଶଂସା କରିଛନ୍ତି । ସତର୍କ ରହି କାମ କରିବାକୁ ସରପଞ୍ଚମମାନଙ୍କୁ ପରାମର୍ଶ କେନ୍ଦ୍ରାପଡା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଘୋଷଣା ମୁତାବକ, କେନ୍ଦ୍ରାପଡାର ପ୍ରତିଟି ବ୍ଲକକୁ ମିଳିବ ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ ।

ତେବେ କେନ୍ଦ୍ରପଡା ଜିଲ୍ଲାରେ ସଂକ୍ରମଣ ହାର ରାଜ୍ୟର ସର୍ବନିମ୍ନ ୨.୨୫% ରହିଛି । କେବଳ ଏତିକି ନୁହେଁ, କେନ୍ଦ୍ରାପଡାରେ କରୋନା ମୃତ୍ୟୁ ହାର ବି ଦେଶରେ ସର୍ବନିମ୍ନ ରହିଛି ।

Get real time updates directly on you device, subscribe now.