fbpx

୮ ଏଏସପିଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି. ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୨୦ ।୮(ଓଡିଶା ଭାସ୍କର): ଆଜି ରାଜ୍ୟର ୮ ଜଣ ଏଏସପିଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି କରାଯାଇଛି । ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ହରେକୃଷ୍ଣ ବେହେରା, ପ୍ରତାପ କୁମାର ସ୍ୱାଇଁ, ନାରାୟଣ ପଣ୍ଡା, ନାରାୟଣ ମହାନ୍ତି, ଅମରେନ୍ଦ୍ର ରାଣା, ଯଶୋବନ୍ତ ସେନାପତି, ପ୍ରଦୀପ କୁମାର ଦାସ ଓ ମନୋଜ କୁମାର ମହାନ୍ତ ।

Get real time updates directly on you device, subscribe now.