fbpx

କରୋନ ଭୟ: ଚୀନରେ ୪ ଫୁଟ ଦୂରରୁ କଟାଯାଉଛି କେଶ, ଭିଡିଓ ଭାଇରାଲ

କରୋନା ଭାଇରସରେ ଏପର୍ଯ୍ୟନ୍ତ ଚୀନରେ ୮୦,୪୦୯ ଲୋକ ସଂକ୍ରମିତ ହୋଇଥିବା ବେଳେ ୩୦୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଚୀନରେ କରୋନା ଭାଇରସର ଭୟ ଏତେ ଅଧିକ ରହିଛି ଯେ, ସେଲୁନରେ ତିନି ଚାରି ଫୁଟ ଦୂରରୁ କେଶ କଟାଯାଉଛି । ଚୀନର ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ଦେଖିବା କିପରି ଚୀନରେ କାଟୁଛନ୍ତି କେଶ …

Get real time updates directly on you device, subscribe now.