fbpx
BJD SKY
BJD SKY

କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ବିରାଟ ବାହିନୀ

BJD

କାନବେରା, ୮ା୧୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚକୁ ଜିତି ୨-୦ରେ ଆଗରେ ଅଛି । ଆଜି ସିଡନୀ ଗ୍ରାଉଣ୍ଡରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ତା’ର ଅନ୍ତିମ ତଥା ତୃତୀୟ ଟି-୨୦ ମ୍ୟାଚ ଖେଳିବାକୁ ଯାଉଛି । ଯଦିଓ ଏହି ମ୍ୟାଚ ହାରିବା ସିରିଜ ବିଜୟରେ କୌଣସି ଫରକ ପକାଇବ ନାହିଁ, ତେବେ ଆଜିର ମ୍ୟାଚ ଜିତି କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି ଦଳ । ଶକ୍ତିଶାଳୀ ବ୍ୟାଟିଂ ସାଙ୍ଗକୁ ବୋଲିଂର ସହାୟତାରେ ଭାରତ ଆଜିର ମ୍ୟାଚ ଜିତିବା ନେଇ ଦଳର ଆତ୍ମବିଶ୍ୱାସ ରହିଛି ।

Get real time updates directly on you device, subscribe now.