fbpx

ଡ଼େୟାର ଡ଼େଭିଲ ଡ଼େମୋକ୍ରାଟ ଉନ୍ମୋଚିତ

ଭୁବନେଶ୍ୱର,୬ା୩(ଓଡ଼ିଶା ଭାସ୍କର): ବିଜୁବାବୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆଜି ହୋଇଛି । ସେହି କାର୍ଯ୍ୟକ୍ରମରେ ଦ ଆଡ଼ଭେଞ୍ଚର୍ସ ଅଫ ଡେୟାର ଡ଼େଭିଲ ଡ଼େମୋକ୍ରାଟ ବହି ଉନ୍ମୋଚନ ହୋଇଛି । ଏହି ବହିକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଗତକାଲି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଥିଲା ।

Get real time updates directly on you device, subscribe now.