fbpx

ଡରନ୍ତୁ ନାହିଁ, ସାବଧାନ ରୁହନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୪(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି କେବଳ ଲୋକ ସଚେତନତା ଦ୍ୱାରା ହିଁ କରୋନାକୁ ମୁକାବିଲା କରିହେବ । ଏହାସହ ଡ଼ରିବାର କିଛି ନାହିଁ, ସାବଧାନ ରୁହନ୍ତୁ ବୋଲି ସେ କହିଛନ୍ତି । ଯଦି ନିଜାମୁଦ୍ଦିନ ଯାଇଥିଲେ ତେବେ ୧୦୪କୁ ଫୋନ କରି ଜଣାନ୍ତୁ । ବିଳମ୍ବ ନକରି ୨୪ଘଣ୍ଟା ମଧ୍ୟରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ ବୋଲି ନବୀନ କହିଛନ୍ତି ।


ଉଲ୍ଲେଖଯୋଗ୍ୟ ଗତକାଲି ଗୋଟିଏ ଦିନରେ ରାଜ୍ୟରେ କରୋନାରେ ୧୫ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ଏହସହ ଓଡ଼ିଶାରେ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.