fbpx

ଦେଶ ବିଦେଶର ସବୁ ଓଡ଼ିଆ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର, ୨୯/୫ (ଓଡିଶା ଭାସ୍କର): ଦେଶ ବିଦେଶର ସବୁ ଓଡ଼ିଆ ଗାନ କରିବେ ‘ବନ୍ଦେ ଉତ୍କଳ ଜନନୀ’ । ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। ଯେଉଁଠାରେ ବି ଓଡ଼ିଆ ଥିବେ ଠିଆ ହୋଇ ଗାନ କରିବାକୁ ଅନୁରୋଧ କରିଛନ୍ତି । ଏହି ସମୟରେ ସବୁ ଟ୍ରାଫିକ ବନ୍ଦ ରଖିବା ପାଇଁ ମଧ୍ୟ ଅନୁରୋଧ କରଯାଇଛି।

ଏହାସହ  ଓଡ଼ିଶାର କାଲି ସମସ୍ତ ରେଳ ଷ୍ଟେସନରେ ଗାନ ହେବ ‘ବନ୍ଦେ ଉତ୍କଳ ଜନନୀ’ ।‘ବନ୍ଦେ ଉତ୍କଳ ଜନନୀ’ ଗାନ ହେବା ନେଇ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସୂଚନା ମିଳିଛି।

Get real time updates directly on you device, subscribe now.