fbpx

ଆଜି ଦିନ ୧୧ ଟାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

Advertisement

ଭୁବନେଶ୍ୱର,୧୦/୬(ଓଡ଼ିଶା ଭାସ୍କର): ଆଜି ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନ ୧୧ ଟା ସମୟରେ ଭିଡ଼ିଓ କନଫରେନ୍ସିଂ ଜରିଆରେ  ସ୍ୱାସ୍ଥ୍ୟକର୍ମୀଙ୍କ ସହ ସେ ଆଲୋଚନା  କରିବେ । ସମସ୍ତ ସିଡ଼ିଏମଓ,ମେଡିକାଲ୍ କଲେଜ କର୍ମଚାରୀ  ଉପସ୍ଥିତ ରହିବେ। କୋଭିଡ଼୍ ହସ୍ପିଟାଲର ବରିଷ୍ଠ ଅଧିକାରୀ ମଧ୍ୟ ଏଥିରେ ସାମିଲ୍ ହେବେ।

Get real time updates directly on you device, subscribe now.