fbpx
BJD SKY
BJD SKY

ମୁଖ୍ୟମନ୍ତ୍ରୀଙ୍କ ବାପା ଗିରଫ, ବ୍ରାହ୍ମଣଙ୍କୁ ନେଇ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ

BJD

ରାୟପୁର: ବ୍ରାହ୍ମଣଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାପା ନନ୍ଦ କୁମାର ବଘେଲ ଗିରଫ ହୋଇଛନ୍ତି । ମଙ୍ଗଳବାର ଦିନ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି । ଦିଲ୍ଲୀରୁ ଗିରଫ କରି ତାଙ୍କୁ ରାୟପୁର ଅଣାଯାଇଛି । ଏଠାରେ ତାଙ୍କୁ କୋର୍ଟରେ ହାଜର କରାଯିବ ।

ରାୟପୁରର ଡିଡି ନଗର ଥାନାରେ ନନ୍ଦ କୁମାର ବଘେଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ରାୟପୁର ପୋଲିସ୍ ନନ୍ଦ କୁମାରଙ୍କୁ ଦିଲ୍ଲୀରୁ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ଗିରଫ କରିଛି । ଏଫଆଇଆର୍ ପରେ ତାଙ୍କୁ ପୋଲିସ୍ ଗିରଫ କରିଥିଲା ।

Get real time updates directly on you device, subscribe now.