fbpx

ଦୈତାରୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଗଞ୍ଜାମ, ୩ା୧(ଓଡ଼ିଶା ଭାସ୍କର): ଗଞ୍ଜାମ ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏହାସହ ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ବିକାଶ ପାଇଁ ଦୈତାରୀଙ୍କ ଉଦ୍ୟମ ସର୍ବଦା ସ୍ମରଣୀୟ ବୋଲି ନବୀନ କହିଛନ୍ତି । ଦୈତାରୀ ବେହେରା ଉତ୍କଳ କଂଗ୍ରେସ ଓ କଂଗ୍ରେସ ଦଳରୁ ୨ଥର ବିଧାୟକ ହୋଇଥିଲେ ।

Get real time updates directly on you device, subscribe now.