fbpx

ଆଜିି ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୧/୮(ଓଡିଶା ଭାସ୍କର): ଆଜିି ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ୟା ଅଞ୍ଚଳ ଅନୁଧ୍ୟାନ ପରେ  ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏବେ ଏପଟେ ହୀରାକୁଦରେ ୩୬ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି।

ଅନ୍ୟପଟେ ମୁଣ୍ଡୁଳି ଠାରେ ଆସନ୍ତାକାଲି ଦିନ ୧୦ଟାରୁ ୧୧ଟା ଭିତରେ ଜଳସ୍ତର କମିବ ବୋଲି ସୂଚନା ମିଳିଛି । ମହାନଦୀରେ ବନ୍ୟା ଯୋଗୁଁ ୪ଜିଲ୍ଲା ପ୍ରଭାବିତ ହେବ । ୪ଜିଲ୍ଲା ଗୁଡ଼ିକ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକ । ଦେବୀ ଓ ଭାର୍ଗବୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

Get real time updates directly on you device, subscribe now.