fbpx

ଅତ୍ୟାଧୁନିକ ସମ୍ମିଳନୀ ଗୃହ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ ।୧(ଓଡିଶା ଭାସ୍କର): ଲୋକସେବା ଭବନରେ ଅତ୍ୟାଧୁନିକ ସମ୍ମିଳନୀ ଗୃହ ଉଦଘାଟିତ ହୋଇଯାଇଛି । ଏହି ସମ୍ମିଳନୀ ଗୃହକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ମିଳନୀ ଗୃହ ସୌର ଶକ୍ତିରେ ଚାଲିବା ସହିତ ଏଥିରେ ଭିଡିଓ ପାଇଁ ଏଲଇଡି ବ୍ୟବସ୍ଥା କରାଯାଇଛି । ସମ୍ମିଳନୀ ଗୃହରେ ୩୯୦ ଲୋକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ୪୦ କୋଟି ଟଙ୍କା ବ୍ୟୟରେ ଦୀର୍ଘ ଅଢ଼େଇ ବର୍ଷ ହେଲା ଏହାର ନିର୍ମାଣ କାର୍ଯ୍ୟ ଚାଲିଥିଲା ।

Get real time updates directly on you device, subscribe now.