fbpx
BJD SKY
BJD SKY

କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ

BJD

ନୂଆଦିଲ୍ଲୀ ୨୨ ।୪ (ଓଡିଶା ଭାସ୍କର) : ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଜାତୀୟ ସ୍ତରରେ କୋଭିଡ୍ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସାହଯୋଗ କରିବ ଓଡିଶା । ଅକ୍ସିଜେନ୍  ଆବଶ୍ୟକ ପୂରଣ କରିବାରରେ ଅନ୍ୟ ରାଜ୍ୟକୁ ଓଡିଶା ସହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଅନ୍ୟପଟେ ଆଜି ଓଡିଶା ସରକାର ଦିଲ୍ଲୀକୁ ଅକ୍ସିଜେନ୍ ପଠାଇଥିବାରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ । ଓଡିଶାରୁ ବିମାନ ଯୋଗେ ଅକ୍ସିଜେନ୍ ପଠାଯିବ ସହ ଦିଲ୍ଲୀକୁ ସମ୍ପୂର୍ଣ୍ଣ ସହଯୋଗ ଓଡିଶା କରିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.