fbpx

ମୁଖ୍ୟମନ୍ତ୍ରୀଙ୍କ ଦଶହରା ଶୁଭେଚ୍ଛା

ଭୁବନେଶ୍ୱର,୨୬ ।୧୦(ଓଡିଶା ଭାସ୍କର): ରାଜ୍ୟବାସୀଙ୍କୁ ବିଜୟା ଦଶମୀର ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ଜରିଆରେ ଶୁଭେଚ୍ଛା ଜଣାଇ ସେ ଲେଖିଛନ୍ତି ଯେ, ‘ଦଶହରା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । ମା ଦୁର୍ଗାଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ।’

Get real time updates directly on you device, subscribe now.