• Likes
  • Followers
  • Subscribers
  • Followers
  • Android App
  • Wednesday, July 9, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୭୭ ଲକ୍ଷ କିଷାନଙ୍କ ଖାତାକୁ ଆଜି ଟ୍ରାନ୍ସଫର ହେବ ୧୫୪୦ କୋଟି, ଜାଣନ୍ତୁ କେଉଁଠି

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୭୭ ଲକ୍ଷ କିଷାନଙ୍କ ଖାତାକୁ ଆଜି ଟ୍ରାନ୍ସଫର ହେବ ୧୫୪୦ କୋଟି, ଜାଣନ୍ତୁ କେଉଁଠି

By Manas Pradhan Last updated Oct 23, 2021 at 9:00 AM
Share

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କିଷାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ୭୭ ଲକ୍ଷ କିଷାନଙ୍କ ଖାତାକୁ ୧୫୪୦ କୋଟି ଟ୍ରାନ୍ସଫର କରାଯିବା ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ଆଜି ସକାଳ ୧୧.୩୦ ମିନିଟ୍ ସମୟରେ ଏହି ରାଶି ଟ୍ରାନ୍ସଫର କରିବେ ବୋଲି ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ କଲ୍ୟାଣ ଯୋଜନାରେ ପ୍ରତ୍ୟେକ ବର୍ଷ ୪ ହଜାର ଟଙ୍କା ଲେଖାଏଁ କିଷାନଙ୍କୁ ପ୍ରଦାନ କରାଯାଇଥାଏ । ଏହି ସହାୟତା ରାଶି ବର୍ଷକୁ ଦୁଇଥର ଦିଆଯାଇଥାଏ । ତେବେ ଏହି କାର୍ଯ୍ୟକ୍ରମରେ କିଷାନ, ଅଧିକାରୀ ଓ ଜନପ୍ରତିଧିମାନେ ଭର୍ଚୁଆଲ ମୋଡ଼ରେ ସାମିଲ୍ ହେବେ । ତେବେ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପାଇଁ ‘ଆପକା ରାଶନ ଆପକେ ଦ୍ୱାର’ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ୮୯ ଆଦିବାସୀ ବ୍ଲକର ୭୫୧୧ ଗ୍ରାମରେ ସରକାରୀ ରାଶନ ବିତରଣ ପ୍ରକ୍ରିୟାର ଆରମ୍ଭ ହେବ । ଆଦିବାସୀମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ସେମାନଙ୍କୁ ଘରେ ଘରେ ରାଶନ ଦିଆଯାଉଛି । ତେବେ ଏଥିପାଇଁ କ୍ୟାବିନେଟରେ ୫ ହଜାର କୋଟି ମଞ୍ଜୁରୀ କରାଯାଇଥିବା ଜଣାପଡ଼ିଛି ।

Share

Prev Post

କ୍ୟାପଟେନ ଅମରିନ୍ଦରଙ୍କର ପାକିସ୍ତାନୀ ମହିଳାଙ୍କ ସହିତ ଲିଙ୍କ୍‌; ତଦନ୍ତ କରିବାକୁ ପଞ୍ଜାବ ସରକାରଙ୍କ ଇସାରା

Next Post

ଆଜି ଚିହ୍ନଟ ହେଲେ ୪୪୧ ପଜିଟିଭ୍, ୪ ଜଣଙ୍କ ଜୀବନ ଗଲା

You might also like More from author
Breaking News

ଓଡ଼ିଶାରେ ‘ଭାରତ ବନ୍ଦ’ର ପ୍ରଭାବ: କଟକରେ ବସ୍ ଚଳାଚଳ ବନ୍ଦ, ରାଜପଥରେ ଅଟକିଲା ଶହ ଶହ…

Top Stories

ଚା ନିଶା ଆପଣଙ୍କୁ କରିପାରେ ଅସୁସ୍ଥ, ଜାଣନ୍ତୁ କାହିଁକି ଅତ୍ୟଧିକ ଚା ଏବଂ କଫି ପିଇବା ବିପଦଜନକ

Breaking News

Patna-Delhi Flight: ପାଟନା-ଦିଲ୍ଲୀ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ, ୧୬୯ ଯାତ୍ରୀ ଅଳ୍ପକେ…

Breaking News

୪୧ ବର୍ଷ ବୟସରେ ଏହି ବଡ଼ ଅମ୍ପାୟାରଙ୍କ ପରଲୋକ, ଫ୍ୟାଟ୍ କମାଇବା ପାଇଁ ପାକିସ୍ତାନରେ କରିଥିଲେ ସର୍ଜରୀ

Breaking News

(Video) ଗୁଜରାଟରେ ଏକ ବଡ଼ ଦୁର୍ଘଟଣା..ଆଖି ସାମ୍ନାରେ ଦୁଇଖଣ୍ଡ ହୋଇଗଲା ପୋଲ, ନଦୀକୁ ଖସିଗଲା ଅନେକ…

Breaking News

ଘୋର କାଳିକାଳ: ରାମ ମନ୍ଦିରରୁ ଦାନ ହୁଣ୍ଡି ନେଇଗଲେ ୩ ଦୁର୍ବୃତ୍ତ

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଓଡ଼ିଶାରେ ‘ଭାରତ ବନ୍ଦ’ର ପ୍ରଭାବ:…

ଚା ନିଶା ଆପଣଙ୍କୁ କରିପାରେ ଅସୁସ୍ଥ, ଜାଣନ୍ତୁ…

Patna-Delhi Flight: ପାଟନା-ଦିଲ୍ଲୀ ଇଣ୍ଡିଗୋ…

୪୧ ବର୍ଷ ବୟସରେ ଏହି ବଡ଼ ଅମ୍ପାୟାରଙ୍କ ପରଲୋକ,…

(Video) ଗୁଜରାଟରେ ଏକ ବଡ଼ ଦୁର୍ଘଟଣା..ଆଖି…

ଘୋର କାଳିକାଳ: ରାମ ମନ୍ଦିରରୁ ଦାନ ହୁଣ୍ଡି…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଓଡ଼ିଶାରେ ‘ଭାରତ ବନ୍ଦ’ର ପ୍ରଭାବ:…

ଚା ନିଶା ଆପଣଙ୍କୁ କରିପାରେ ଅସୁସ୍ଥ, ଜାଣନ୍ତୁ…

Patna-Delhi Flight: ପାଟନା-ଦିଲ୍ଲୀ ଇଣ୍ଡିଗୋ…

୪୧ ବର୍ଷ ବୟସରେ ଏହି ବଡ଼ ଅମ୍ପାୟାରଙ୍କ ପରଲୋକ,…

Prev Next 1 of 27,648
© 2025 - TK Digital All Rights Reserved.