fbpx

କୋଭିଡ୍‌ ଯୋଦ୍ଧାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୨୮/୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କୋଭିଡ୍‌ ଯୋଦ୍ଧାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। କୋଭିଡ୍‌ ଡ୍ୟୁଟିରେ ପ୍ରାଣ ହରାଇଲେ ପରିବାରକୁ  ୫୦ ଲକ୍ଷ ଟଙ୍କା ମିଳିବ । କୋଭିଡ ଯୁଦ୍ଧରେ ନିୟୋଜିତ କର୍ମଚାରୀ ଓ ଜନପ୍ରତିନିଧିଙ୍କ ପାଇଁ ଏହି ନିୟମ ଲାଗୁ ହେବ।

 

Get real time updates directly on you device, subscribe now.