fbpx
BJD
BJD SKY
BJD SKY

କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

କଟକ: କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍ । ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଆରମ୍ଭ କରିଛନ୍ତି ଅନଲକ ପ୍ରକ୍ରିୟା ଆରମ୍ଭ । ବିଭିନ୍ନ କଟକଣାରେ କିଛି ମାତ୍ରାରେ କୋହଳ ହୋଇଥିଲେ ବି ସଂପୂର୍ଣ୍ଣ ଭାବରେ କୋଭିଡ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଆଜି କଟକରେ ଏକ ବାଳାଶ୍ରମରୁ ୫ ଅନ୍ତେବାସୀ କୋଭିଡ୍ ପଜିଟିଭ ବାହାରିବା ପରେ ବାଳାଶ୍ରମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ସିଏମସି । ଏହା ସହ ବାଳାଶ୍ରମକୁ ସାନିଟାଇଜ, ସ୍ୱାସ୍ଥ୍ୟ ପରୀକ୍ଷା, ଜରୁରୀ ସାମଗ୍ରୀ ପାଇଁ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି ।

Get real time updates directly on you device, subscribe now.