fbpx

ମେ ଶେଷ ବେଳକୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଛୁଇଁବ !

ଭୁବନେଶ୍ୱର:୬ ।୫(ଓଡିଶା ଭାସ୍କର): ଦେଶରେ ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯଦିଓ ଲକ ଡାଉନ ଏହର ଅଭିବୃଦ୍ଧିରେ କିଛିଟା ବ୍ରେକ ଲଗାଉଛି ତଥାପି ପୂର୍ଣ୍ଣମାତ୍ରାରେ ସଫଳ ହେଉନାହିଁ ।ଆଜି ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଛୁଇଁଲାଣି । ଯଦି ଦେଶରେ କରୋନାର ବିସ୍ତାରକୁ ଅନୁଶୀଳନ କରାଯାଏ ତେବେ ମେ ଶେଷ ବେଳକୁ ୩ ଲକ୍ଷ ଆକ୍ରାନ୍ତ ହୋଇଥିବା ଏକ୍ସପଟ ଅନୁମାନ ଲାଗାଉଛନ୍ତି । ଏବେ ନଜର ପକାନ୍ତୁ ଦେଶରେ କରୋନାର କାୟା ବିସ୍ତାର ଉପରେ
ମାର୍ଚ୍ଚ ୫ ତାରିଖ ଆକ୍ରାନ୍ତ ୩୦
ମାର୍ଚ୍ଚ ୧୫ ଆକ୍ରାନ୍ତ ୧୧୪
ମାର୍ଚ୍ଚ୨୫ ଆକ୍ରାନ୍ତ ୬୫୭
ମାର୍ଚ୍ଚ ୩୧ ଆକ୍ରାନ୍ତ ୧୩୯୭
ଏପ୍ରିଲ ୫ ଆକ୍ରାନ୍ତ ୪୨୮୯
ଏପିଲ ୧୦ ଆକ୍ରାନ୍ତ ୭୬୦୦
ଏପ୍ରିଲ ୨୦ ଆକ୍ରାନ୍ତ ୧୮,୫୩୯
ଏପ୍ରିଲ ୩୦ ଆକ୍ରାନ୍ତ ୩୪,୪୬୩
ମେ ୫ ଆକ୍ରାନ୍ତ ୪୯,୦୦୦
ଆଉ ଏହି ସ୍ପିଡରେ ଏହା ବ୍ୟାପ୍ତ ହେଲେ ମେ ୧୦ ବେଳକୁ ୭୦ ହଜାର,୨୦ ବେଳକୁ ଲକ୍ଷେ ୪୦ ହଜାର ଓ ମେ ଶେଷ ବେଳକୁ ୩ ଲକ୍ଷ ସଂଖ୍ୟା ଛୁଇଁବ ।

Get real time updates directly on you device, subscribe now.