fbpx

ଦେଶରେ ୫୦ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୭ା୫: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ହଜାରକୁ ବୃଦ୍ଧି ପାଇଛି । ଦେଶରେ କରୋନାରେ ୫୨ହଜାର ୯୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ମୃତ୍ୟୁ ସଂଖ୍ୟା ୧ହଜାର ୭୮୩କୁ ବୃଦ୍ଧି ପାଇଛି । ୩୫ହଜାର ୯୦୨ଜଣ ଚିକିତ୍ସାଧୀନ ଥିବା ବେଳେ ୧୫ହଜାର ୨୬୬ଜଣ ଡିସଚାର୍ଯ ହୋଇଛନ୍ତି । ଦେଶରେ ୨୪ଘଣ୍ଟାରେ ୩୫୬୧ ନୂଆ ମାମଲା ଆସିଥିବା ବେଳେ ୮୯ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମହାରାଷ୍ଟ୍ରରେ ୬୫୧, ଗୁଜୁରାଟରେ ୩୯୬ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.