fbpx
BJD SKY
BJD SKY

ଆଜିଠୁ ରାଜ୍ୟବ୍ୟାପୀ କରୋନା ଚିହ୍ନଟ ଅଭିଯାନ

BJD

ଭୁବନେଶ୍ୱର, ୧୬/୬(ଓଡିଶା ଭାସ୍କର): ଆଜିଠୁ ରାଜ୍ୟବ୍ୟାପୀ କରୋନା ଚିହ୍ନଟ ଅଭିଯାନ ଆରମ୍ଭ ହେବ। ପ୍ରତି ଘରେ ସ୍ବାସ୍ଥ୍ୟାବସ୍ଥା ବୁଝିବେ ଆଶା ଓ ଏଏନ୍‌ଏମ୍‌ ଦିଦି । କରୋନା ଲକ୍ଷଣ ଥିଲେ ଚିକିତ୍ସା ପାଇଁ ସେମାନେ ପଦକ୍ଷେପ ନେବେ ।

ଆଜିଠୁ ଜୁଲାଇ ୩୧ ଯାଏ ଚାଲିବ ଏହି କରୋନା ଚିହ୍ନଟ ଅଭିଯାନ । ଅଭିଯାନ ଚଳାଇବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Get real time updates directly on you device, subscribe now.