fbpx

ଦୁଇ ହୋମଗାର୍ଡ କରୋନା ଆକ୍ରାନ୍ତ

Advertisement

ଗଂଜାମ, ୨୭/୫(ଓଡ଼ିଶା ଭାସ୍କର): ଗଞ୍ଜାମରେ ପ୍ରଥମ ଥର ପାଇଁ ୨ ହୋମ୍‌ଗାର୍ଡ ଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି।  ଏନେଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି । ପୋଲସରା ଥାନା ଅଧୀନରେ ଦୁହେଁ କାର୍ଯ୍ୟରତ ଥିଲେ ।
ଜଗନ୍ନାଥପୁର ରେଳ ଷ୍ଟେସନର ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ କାର୍ଯ୍ୟରତ ଥିଲେ । ୨ ଜଣ ପାରଳା ମହାରାଜା ଓ ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିିିଛି ।

Get real time updates directly on you device, subscribe now.