fbpx

ଆଉ ୪ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,୩/୫(ଓଡିଶା ଭାସ୍କର): ରାଜ୍ୟରେ ଆଉ ୪ କୋରୋନା ଆକ୍ରାନ୍ତ ସୁସ୍ଥ । ଭଦ୍ରକରୁ ୩ ଜଣ ଓ ବାଲେଶ୍ବରରୁ ଜଣେ ସୁସ୍ଥ ହୋଇଥିବା ଜଣାପଡିିିିିଛି। ଏବେ ରାଜ୍ୟରେ ମୋଟ୍‌ ୬୦ ଜଣ ସୁସ୍ଥ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.