fbpx

ମେଡିକାଲରୁ ଚମ୍ପଟ ମାରିଲେ ୨ କରୋନା ରୋଗୀ

ବ୍ରହ୍ମପୁର,୧୪/୭(ଓଡିଶା ଭାସ୍କର): ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରୁ ୨ କୋରୋନା ରୋଗୀ ଫେରାର ମାରିଛନ୍ତି। ହସ୍ପିଟାଲ ପକ୍ଷରୁ ଗୋପଳପୁର ଥାନାରେ ଏନେଇ ମାମଲା ରୁଜୁ ହୋଇଛି। ତେବେ ଗଞ୍ଜେଇ ଚାଲାଣ ବେଳେ ସେହି ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଜେଲ୍‌ ଯିବା ଭୟରେ ଉଭୟ ଫେରାର ହୋଇ ଯାଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.