fbpx

କନ୍ଧମାଳକୁ ଛୁଇଁଲା କରୋନା

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ପ୍ରଥମଥର କନ୍ଧମାଳକୁ ଛୁଇଁଲା କରୋନା । ଆଜି ଚିହ୍ନଟ ହୋଇଥିବା ୪୮ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ କରୋନା ଆକ୍ରାନ୍ତ କନ୍ଧମାଳରେ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହାସହ ରାଜ୍ୟର ୨୩ଟି ଜିଲ୍ଲାରେ ବର୍ତ୍ତମାନ କରୋନା ବ୍ୟାପିିସାରିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୮୭୬ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୨୦ଜଣ ସୁସ୍ଥ ହୋଇଛନ୍ତି ଓ ୪ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୬୫୨କେସ ରହିଛି ।

Get real time updates directly on you device, subscribe now.