fbpx

ଦେଶରେ କରୋନା ନେଲାଣି ୬୯୨୯ ମୁଣ୍ଡ

ନୂଆଦିଲ୍ଲୀ, ୭/୬: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୬,୬୨୮ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬ ହଜାର ୯୨୯ ରେ ପହଂଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧,୧୯,୨୯୩ ଜଣ ଓ ଆକ୍ଟିଭ୍ କେସ୍ ରହିଛି ୧,୨୦,୪୦୬ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିିିଛି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୨ ହଜାର ୯୬୯ ଜଣଙ୍କ ମୃତ୍ୟୁ ହୋଇଛି।

Get real time updates directly on you device, subscribe now.