fbpx

ବନ୍ଧୁକ ଦେଖେଇ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ

ଭୁବନେଶ୍ୱର, ୭/୬(ଓଡିଶା ଭାସ୍କର) :ସୁନ୍ଦରପଦା ହାଇଟେକ୍‌ ପ୍ଲାଜାର ସିକ୍ୟୁରିଟି ସୁପରଭାଇଜରଙ୍କୁ ବନ୍ଧୁକ  ଦେଖାଇ ଅପହରଣ କରାଯାଇଛି।ବନ୍ଧୁୁୁକ ଦେଖାଇ ତାଙ୍କୁ ଟେକିନେଇଛନ୍ତି ଦୁର୍ବୃତ୍ତ । ସିସିଟିଭି ଫୁଟେଜ୍‌ରେ ଅପହରଣ ବେଳର ଦୃଶ୍ୟ ରେକର୍ଡ ହୋଇଛି।କିନ୍ତୁ ଅପହରଣ କାରଣ ଏପର୍ଯନ୍ତ ଅସ୍ପଷ୍ଟ ରହିଛି। ତେଣୁ ଏୟାରଫିଲ୍ଡ ଥାନା ପୁଲିସ୍ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛ।

Get real time updates directly on you device, subscribe now.