fbpx

କୋରୋନା ମୃତ୍ୟୁ ସଂଖ୍ୟା ୨୮.୫୦ ଲକ୍ଷ

ନୂଆଦିଲ୍ଲୀ,୩ ।୪ : ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବିଶ୍ୱରେ କୋରୋନା ମୃତ୍ୟୁ ସଂଖ୍ୟା ୨୮ ଲକ୍ଷ ୫୦ ହଜାର ୧୫୨କୁ ବୃଦ୍ଧିପାଇଛି । ସଂକ୍ରମିତଙ୍କ ସଂଖ୍ୟା ୧୩ କୋଟି ୮ ଲକ୍ଷ ୨ ହଜାର ୧୬୫କୁ ବୃଦ୍ଧି ପାଇଛି । ୧୦ କୋଟି ୫୨ ଲକ୍ଷ ୯୫ ହଜାର ୨୪୭ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ କୋଟି ୨୬ ଲକ୍ଷ ୫୬ ହଜାର ୭୬୬ ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୯୭ ହଜାର ୬୧୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ କୋରୋନା ପ୍ରଭାବିତ ୨୨୧ ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ୫ ଲକ୍ଷ ୬୭ ହଜାର ୬୧୦ ମୃତ୍ୟୁ ସଂଖ୍ୟା ରହିଛି ।

Get real time updates directly on you device, subscribe now.