fbpx

ଭାରତରେ ୨ୟ କରୋନା ରୋଗୀର ମୃତ୍ୟୁ

ନୂଆଦିଲ୍ଲୀ,୧୩ ।୩: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏହାରି ମଧ୍ୟରେ ଆଜି ରାଜଧାନୀ ଦିଲ୍ଲୀ ସ୍ଥିତ ଜନକପୁରୀ ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଥିବା ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ବୟସ ୬୯ ହୋଇଥିବା ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ, ଗତକାଲି କର୍ଣ୍ଣାଟକରେ ଜଣେ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.