ମନରେଗା ଦୁର୍ନିତି, ବନ୍ଧାହେଲେ 4 ଅଧିକାରୀ
ମନରେଗା ଦୁର୍ନିତି ଅଭିଯୋଗରେ 4 ସରକାରୀ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ । ରାୟଗଡ଼ା କାଶୀପୁର ବ୍ଲକରେ ମନରେଗାରେ 20 ଲକ୍ଷର ଦୁର୍ନୀତି ହୋଇଥିବା ହୋଇଛି ଅଭିଯୋଗ ।
ରାୟଗଡ଼ା: ମନରେଗା ଦୁର୍ନିତି ଅଭିଯୋଗରେ 4 ସରକାରୀ ଅଧିକାରୀ ଗିରଫ । 4 ସରକାରୀ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ ।
ଗିରଫ ହୋଇଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରେ ଜଳଛାୟା ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ନାଥ ନାୟକ, ମୃତ୍ତିକା ସଂରକ୍ଷଣ ଓଭରସିଅର ଯୋଗେନ୍ଦ୍ର ଖୋସଲା, ଦୀପକ ସାହୁ ଗିରଫ । ଏହା ସହ ମୃତ୍ତି ସଂରକ୍ଷଣ ସପ୍ରସାରଣ କର୍ମୀ ଶ୍ରୀକୁମାର ନାୟକଙ୍କୁ ମଧ୍ୟ ଗିରଫ କଲା ଭିଜିଲାନ୍ସ । ରାୟଗଡ଼ା କାଶୀପୁର ବ୍ଲକରେ ମନରେଗାରେ 20 ଲକ୍ଷର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।