fbpx
BJD SKY
BJD SKY

ରାଜଧାନୀରେ ବନ୍ଦ ହେଲା ୫ କୋଭିଡ୍‌ ହସ୍ପିଟାଲ ଓ ୩ କୋଭିଡ୍‌ କେୟାର ସେଣ୍ଟର

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରେ ୫ଟି କୋଭିଡ୍‌ ହସ୍ପିଟାଲ ଓ ୩ଟି କୋଭିଡ୍‌ କେୟାର ସେଣ୍ଟରକୁ ବନ୍ଦ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଗୁଡିକୁ ବନ୍ଦ କରାଯାଇଛି । ଭୁବନେଶ୍ୱରରେ ମୋଟ୍‌ ୧୩ଟି କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟର ଚାଲୁ ରହିଥିଲା । ବର୍ତ୍ତମାନ ସମ୍‌, ଆଦିତ୍ୟ ଅଶ୍ୱିନୀ ଓ କିମ୍ସ ଆଦି ୩ଟି କୋଭିଡ୍‌ ହସ୍ପିଟାଲ ଓ ୩ଟି କୋଭିଡ୍‌ କେୟାର ସେଣ୍ଟର କାର୍ଯ୍ୟକ୍ଷମ ରହିଛି । ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.