fbpx

ବାରିପଦାରେ କୋଭିଡ୍ ଟେଷ୍ଟ ଆରମ୍ଭ

ବାରିପଦା,୩୧ ।୫(ଓଡିଶା ଭାସ୍କର): ବାରିପଦା ପିଆରଏମ ହସ୍ପିଟାଲରେ ଆରମ୍ଭ ହୋଇଯାଇଛି କୋଭିଡ୍ ପରୀକ୍ଷା । ଏହି ପରୀକ୍ଷାଗାରର ଉଦଘାଟନ କରିଛନ୍ତି ଜିଲ୍ଲାପାଳ ବିନୀତ ଭରଦ୍ୱାଜ । ପ୍ରଥମ ପର୍ଯ୍ୟାୟରେ ୧୦୦ଟି ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଛି । ଏଥିରେ ଜିଲ୍ଲାର ୪ ଉପଖଣ୍ଡର ଲୋକେ ମାଗଣାରେ ପରୀକ୍ଷା କରାଇବାର ସୁବିଧା ପାଇବେ ।

Get real time updates directly on you device, subscribe now.