fbpx

ସିଗାରେଟ ଟାଣି ମାତାଲ ହେଲା କଙ୍କଡ଼ା, ଦେଖନ୍ତୁ ଭିଡ଼ିଓ

ଆଜିକାଲିର ଯୁବପିଢ଼ିମାନେ କୌଣସି ନା କୌଣସି ନିଶା ସେବନ କରିଥାନ୍ତି । ଆଜିକାଲିକା ଯୁଗରେ ଏହା ଏକ ଫ୍ୟାସନ ହୋଇଗଲାଣି । କିନ୍ତୁ ଏକ ଜୀବଜନ୍ତୁ ନିଶାନେବା ବା ସିଗାରେଟ ଟାଣିବା ଆଶ୍ଚର୍ଯ୍ୟକର ହୋଇଥାଏ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ଏହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସମୁଦ୍ରକୂଳରେ ଏକ କଙ୍କଡ଼ା ସିଗାରେଟ ଟାଣି ମୁଣ୍ଡ ବୁଲେଇଲା ଭଳି ଚାଲୁଥିବାର ଏହି ଭିଡ଼ିଓରେ ନଜର ଆସିଛି । ଉଲ୍ଳେଖଯୋଗ୍ୟ ଯେ ସମୁଦ୍ରକୂଳରେ କିଛି ସାଙ୍ଗ ମଉଜ ମସ୍ତି କରୁଥବବା ସମୟରେ ସେମାନଙ୍କ କ୍ୟାମରାରେ ଅଧାଖଣ୍ଡ ପଡ଼ିଥିବା ସିଗରେଟ ଏକ କଙ୍କଡ଼ା ଧରି ଟାଣୁଥିବାର କଏଦ ହୋଇଛି । ଦେଖନ୍ତୁ ସେହି ବିଚିତ୍ର ଘଟଣାର ଭିଡ଼ିଓ..

Get real time updates directly on you device, subscribe now.