fbpx

ଲକ ଡାଉନ ପାଇଁ  ମଦ ଦୋକାନ ଆଗରେ ଭିଡ଼

ଭୁବନେଶ୍ୱର, ୦୩/୦୫: ରାଜ୍ୟରେ କୋଭିଡ ସଂକ୍ରମଣ ବୁୃଦ୍ଧି ପାଇବାରେ ଲାଗିଛି ୮୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି  । ତେବେ ରାଜ୍ୟ ସରକାର ଏହି କୋଭିଡର ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ୧୪ ଦିନିଆ ଲକ ଡାଉନ କରିଛନ୍ତି ।

ତେବେ ହେବାକୁ ଥିବା ଏହି ଳକଡାଉନରେ ସମସ୍ତ ବାର ତଥା ମଦ ଦୋକନ ଗୁଡିକ ମଧ୍ୟ ରହିବ  । ତେବେ ମଦ ଦୋକାନଗୁଡିକ ଲକ ଡାଉନରେ ବନ୍ଦ ହେବାକୁ ଥିବାବେଳେ ଏବେ ମଦ ଦୋକାନ ଆଗରେ ମଦ କିଣିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଲୋକମାନେ ମଦ କିଣିବା ପାଇଁ ମଦ ଦୋକାନ ଆଗରେ ଲମ୍ବା ଲାଇନ କରି ମଦ କିଣୁଥିବାର ଦେଖିବାକୁ ମିଳୁଛି, ସାମାଜିକ ଦୂରତା ମଧ୍ୟ ପାଳନ ହେଉନାହିଁ ।

Get real time updates directly on you device, subscribe now.