fbpx

big breaking:ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ଆହତ

ଭୁବନେଶ୍ୱର: ନିର୍ବାଚନ ବେଳେ ଛତିିଶଗଡରେ ମାଓ ହିଂସା । ବିଜାପୁରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ଏରିଆ ଡୋମିନେଶନରେ ବାହାରିଥିଲେ ଯବାନ । ଚିହକା ମତଦାନ କେନ୍ଦ୍ରର ଅଳ୍ପଦୂରରେ ଘଟିଥିଲା ଏହି ବିସ୍ଫୋରଣ ।

Get real time updates directly on you device, subscribe now.